କୋରାପୁଟ 🙁 ଜେଏମଜେ ନିୟୁଜ /ଦେବlଶ୍ରିତ ପଟନାୟକ
ଆଜି ସକାଳେ କୋରାପୁଟ ଗୌତମ ନଗର ସେକେଣ୍ଡ ଲାଇନ ନିବାସୀ ଶ୍ରୀନିବାସ ର ରାଓ ଙ୍କର ଏକମାତ୍ର ସନ୍ତାନ ଛଦ୍ମ ନାମ ପିଣ୍ଟୁ ବୟସ ୧୩ କାଲି ରାତିରେ ମୋବାଇଲ ଧରିଥିବାରୁ ବାପା ପିଲାକୁ ମୋବାଇଲ ଧରିବାକୁ ମନା କରିଥିଲେ l ପୁଣି ଥରେ ଆଜି ସକାଳେ ପିଲାଟି ମୋବାଇଲ ଧରିବାରୁ ବାପା ମନା କରି ବାହାରକୁ ଚl ଲିଯାଇଥିଲେ ମା ବାଡିପଟେ ଘରକାମ କଲାବେଳେ ମାଆ ଙ୍କର ପିନ୍ଧିବା ଲୁଗା ରେ ବେକରେ ଗୁଡେଇ ଆତ୍ମହତ୍ୟା କରିଦେଇଥିଲେ l ଖବର ପାଇ କୋରାପୁଟ ଟାଉନ ଥାନା ପୋଲିସ ପହଁଚି ଶବ ବ୍ୟବଚ୍ଛେଦ କରିବାକୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି l ଏ ଘଟଣାଟି ସହରରେ ପ୍ରଥମ ଥର ଘଟିଥିବା ବେଳେ ଚର୍ଚ୍ଚାର ବିଷୟ ହୋଇଛି l

Leave a Reply

Your email address will not be published. Required fields are marked *